କାଳବୈଶାଖୀ ସତର୍କ ସୂଚନା
5/05/2018 at 9:58 PM

ରାଜ୍ୟର ବିଭିନ୍ନ ସ୍ଥାନରେ ହେବ କାଳବୈଶାଖୀ ବର୍ଷା । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online