କାନ୍ଥ ତଳେ ଚାପିହୋଇ ଦୁଇ ଭଉଣୀଙ୍କର ମୃତ୍ୟୁ
29/07/2018 at 12:09 AM

ରାଉରକେଲା ମାଲଗୋଦାମ ବସ୍ତିରେ ଅଭାବନୀୟ ଘଟଣା । ଘଟଣା ଘଟିଛି ରାଉରକେଲା ଉଦ୍ଦିତନଗର ଥାନା ମାଲଗୋଦାମ ବସ୍ତିର ପିଣ୍ଟୁ ବାରିକଙ୍କ ଦୁଇ ଝିଅ। ବଡ଼ ଝିଅକୁ ୮ ବର୍ଷ ଏବଂ ସାନ ଝିଅକୁ ୫ ବର୍ଷ ହୋଇଥିଲା। ରାତିରେ ଖାଇପିିଇ ଶୋଇଥିବାବେଳେ ମାଟିକାନ୍ଥ ଭୁଶୁଡ଼ି ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି।
Related Posts
ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଜଣେ ଗୁରୁତର
28 February 2021
ପଥର ଖାଦାନରେ ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ
28 February 2021