Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ

10/08/2018 at 7:22 AM

କଳାହାଣ୍ଡି ୧୦/୮ : କଳାହାଣ୍ଡି ରେ ଡେଙ୍ଗୁ ଜ୍ବର ଆତଙ୍କ । ବେସରକାରୀ ହସପିଟାଲ ରେ ରକ୍ତ ପରୀକ୍ଷା ରୁ ଡେଙ୍ଗୁ ଲକ୍ଷଣ ରିପୋର୍ଟ ପରେ ଅଚଂଳରେ ଭୟର ବାତାବରଣ ଖେଳିଯାଇଛି । କୋକସରା ବ୍ଲକ ଲଡୁଗାଁକୁ ପହଂଚିଛି ସ୍ବାସ୍ଥ୍ୟ ଟିମ । ଗାଁର ୧୯୦ ଜଣ ଜ୍ବର ପୀଡିତଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଟିମ । ୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିଥିବା ବେଳେ ୧୦ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୁତାଣୁ ଥିବା ଆଶଙ୍କାରେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ହେଲେ ଏ ନେଇ ସାଧାରଣରେ ଭୟଭିତ ହେବାର କୌଣସି କାରଣ ନାହିଁ । ପାଣିପାଗ ପରିବର୍ତ୍ତନ ଯୋଗୁଁ ଆନେକ ଭାଇରାଲ ଫିବରରେ ଆକ୍ରାନ୍ତ ଥିବା ସୁଚନା ଦେଇଛନ୍ତି ।

   Related Posts