କଲୋମ୍ବରେ ଅନୁଷ୍ଠିତ ସାଫ କ୍ରୀଡ଼। ପ୍ରତିଯୋଗୀତାରେ ବାଲେଶ୍ୱରର ଝିଅ ପ୍ରଜ୍ଞା ପ୍ରଶାନ୍ତି ଙ୍କ ସଫଳତା
8/05/2018 at 9:32 PM

ବାଲେଶ୍ବର ବସ୍ତା ବ୍ଲକର ଟିକିରା ପଡ଼ାର ପାର୍ଥ ସାରଥୀ ସାହୁଙ୍କର ସନଝିଅ ହେଉଛନ୍ତି ପ୍ରଜ୍ଞା ପ୍ରଶାନ୍ତି ସାହୁ। ବାପା ଜଣେ କ୍ରୀଡ଼।ବିତ୍ ଥିବାରୁ ପିଲାଟି ଦିନରୁ ପ୍ରଜ୍ଞାଙ୍କର ଖେଳ ପ୍ରତି ଆଗ୍ରହ ବଡ଼ଥିଲା। ପ୍ରଜ୍ଞା ଗାଁ ରେ କିଛିଟା ଖେଳ କୁଦ କରୁଥଲେ । ହଲେ ଲୋକ ଲୋଚନକୁ ଆସି ନଥଲେ । ପ୍ରଜ୍ଞାଙ୍କର ସନ୍ଧାନ ପାଇ ବାଲେଶ୍ବର କ୍ରୀଡ଼। ସଂଘର କୋଚ୍ ପ୍ରଜ୍ଞାଙ୍କୁ ଆଣି ବାଲେଶ୍ବରରେ ତାଙ୍କୁ ନିଜେ କୋଚିଂ ଦଲେ। ପରେ ପ୍ରଜ୍ଞା ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ଖେଳି ସଫଳତା ଲାଭ କରିଥଲେ । ଚଳିତ ମେ ମାସ 5 ଓ 6 ତାରିଖରେ ଶ୍ରୀଲଙ୍କାର କଲୋମ୍ବରେ ଅନୁଷ୍ଠିତ ହୋଇଥିବା ତୃତୀୟ ଦକ୍ଷିଣ ଏସିଅ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗୀତାରେ ଭାଗନେଇ 100ମିଟର ଦୌଡ଼ରେ ପ୍ରଜ୍ଞା ରୌପ୍ୟ ପବଦ ହାସଲ କରି ବାଲେଶ୍ବର ତଥା ଓଡ଼ଶା ପାଇଁ ଆଣି ପାରିଛନ୍ତି ଗର୍ବ ଓ ଗୌରବ।
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021