Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କଲୋମ୍ବରେ ଅନୁଷ୍ଠିତ ସାଫ କ୍ରୀଡ଼। ପ୍ରତିଯୋଗୀତାରେ ବାଲେଶ୍ୱରର ଝିଅ ପ୍ରଜ୍ଞା ପ୍ରଶାନ୍ତି ଙ୍କ ସଫଳତା

8/05/2018 at 9:32 PM

ବାଲେଶ୍ବର ବସ୍ତା ବ୍ଲକର ଟିକିରା ପଡ଼ାର ପାର୍ଥ ସାରଥୀ ସାହୁଙ୍କର ସନଝିଅ ହେଉଛନ୍ତି ପ୍ରଜ୍ଞା ପ୍ରଶାନ୍ତି ସାହୁ। ବାପା ଜଣେ କ୍ରୀଡ଼।ବିତ୍ ଥିବାରୁ ପିଲାଟି ଦିନରୁ ପ୍ରଜ୍ଞାଙ୍କର ଖେଳ ପ୍ରତି ଆଗ୍ରହ ବଡ଼ଥିଲା। ପ୍ରଜ୍ଞା ଗାଁ ରେ କିଛିଟା ଖେଳ କୁଦ କରୁଥଲେ । ହଲେ ଲୋକ ଲୋଚନକୁ ଆସି ନଥଲେ । ପ୍ରଜ୍ଞାଙ୍କର ସନ୍ଧାନ ପାଇ ବାଲେଶ୍ବର କ୍ରୀଡ଼। ସଂଘର କୋଚ୍ ପ୍ରଜ୍ଞାଙ୍କୁ ଆଣି ବାଲେଶ୍ବରରେ ତାଙ୍କୁ ନିଜେ କୋଚିଂ ଦଲେ। ପରେ ପ୍ରଜ୍ଞା ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ଖେଳି ସଫଳତା ଲାଭ କରିଥଲେ । ଚଳିତ ମେ ମାସ 5 ଓ 6 ତାରିଖରେ ଶ୍ରୀଲଙ୍କାର କଲୋମ୍ବରେ ଅନୁଷ୍ଠିତ ହୋଇଥିବା ତୃତୀୟ ଦକ୍ଷିଣ ଏସିଅ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗୀତାରେ ଭାଗନେଇ 100ମିଟର ଦୌଡ଼ରେ ପ୍ରଜ୍ଞା ରୌପ୍ୟ ପବଦ ହାସଲ କରି ବାଲେଶ୍ବର ତଥା ଓଡ଼ଶା ପାଇଁ ଆଣି ପାରିଛନ୍ତି ଗର୍ବ ଓ ଗୌରବ।

Leave a Reply

   Related Posts