କଲେଜ ମାଲିକଙ୍କୁ ବଟି ମାଗିବା ଘଟଣାରେ ୪ଜଣ ଗିରଫ
16/04/2018 at 10:40 PM

ଚନ୍ଦ୍ରଶେଖରପୁର ସ୍ଥିତ ଅାରସିଏମ କଲେଜ ମାଲିକଙ୍କୁ ବଟି ମାଗିବା ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି। ପୋଲିସ ଏହି ଘଟଣାରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି। ଅନ୍ୟପଟେ ସମ୍ପୃକ୍ତ ଯୁବତୀ ଅାଜି ପଦାକୁ ଅାସି ମୁହଁ ଖୋଲିଛନ୍ତି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021