Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଲେଜ ମାଲିକଙ୍କୁ ବଟି ମାଗିବା ଘଟଣାରେ ୪ଜଣ ଗିରଫ

16/04/2018 at 10:40 PM

ଚନ୍ଦ୍ରଶେଖରପୁର ସ୍ଥିତ ଅାରସିଏମ କଲେଜ ମାଲିକଙ୍କୁ ବଟି ମାଗିବା ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି। ପୋଲିସ ଏହି ଘଟଣାରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି। ଅନ୍ୟପଟେ ସମ୍ପୃକ୍ତ ଯୁବତୀ ଅାଜି ପଦାକୁ ଅାସି ମୁହଁ ଖୋଲିଛନ୍ତି।

Leave a Reply

   Related Posts