କନ୍ଧମାଳ ବାଲିଗୁଡ଼ା ପଞ୍ଚାୟତ ରେବିଙ୍ଗିଆ ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
1/06/2018 at 9:46 PM

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ଗ୍ରାମପଞ୍ଚାୟତ। ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ବହୁ ଯୋଜନା ହାତକୁ ନେଇଛନ୍ତି। ସ୍ବଚ୍ଛ ପାନୀୟଜଳ ଯୋଗାଣଠୁ ଆରମ୍ଭ କରି ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ ଆଦି ମଧ୍ୟ ଯୋଗାଇ ଦେବା କଥା କହୁଛନ୍ତି, ହଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଞ୍ଚାୟତରେ ଏସବୁ ଯୋଜନା ଲୋକଙ୍କ ପାଇଁ ସାତସପନ ପାଲଟିଛି। ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021