Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କଟକ ସହରର ଗରିବ ଲୋକ ମାନଙ୍କ ପାଇଁ ଆସୁଥିବା ଗହମ ଓ ଚାଉଳ ବଣ୍ଟା ହେଇପାରୁନି

23/06/2018 at 11:55 PM

କଟକ ସହରର ଗରିବ ଲୋକ ମାନଙ୍କ ପାଇଁ ଆସୁଥିବା ଗହମ ଓ ଚାଉଳ ବଣ୍ଟା ହେଇପାରୁନି। ସହରର ଗରିବ ଗୁରୁବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ଗହମ ଓ ଚାଉଳ ପାଇ ପାରୁନଥିବା ବେଳେ, ପ୍ରତି ମାସରେ ଫେରି ଯାଉଛି ଟନ୍ ଟନ୍ ଗହମ ଓ ଚାଉଳ। ଗହମ ଓ ଚାଉଳର ବାଟମାରଣା ରୋକିବା ପାଇଁ ସରକାର ବାୟୋମେଟ୍ରିକ୍ ବ୍ୟବସ୍ଥା କଲେ। ମାତ୍ର ବାୟୋମେଟ୍ରିକ୍ ମେସିନ୍ ଗୁଡିକ ଠିକ୍ ଭାବେ କାମ କରୁନଥିବାରୁ ଅଧିକାଂଶ ସମୟରେ ହିତାଧିକାରୀଙ୍କ ଆଙ୍ଗୁଠି ଛାପ ସଠିକ୍ ଭାବେ ଦର୍ଜ ହେଇପାରୁନି। ଫଳରେ ସମ୍ପୃକ୍ତ ହିତାଧିକାରୀ ରାସନ୍ ନପାଇ ଫେରି ଯାଉଛନ୍ତି। ଆଉ ବଳକା ରାସନ୍ ଫେରିଯାଉଛି। ସେପଟେ ବାୟୋମେଟ୍ରିକ୍ ମେସିନ୍ ସଜାଯିବା ପାଇଁ ହ୍ରାଇଦ୍ରାବାଦ୍ ରୁ ମେକାନିକ୍ ଆସୁଛନ୍ତି, ଯାହା ସମୟ ସାପେକ୍ଷ ହେଉଛି।

   Related Posts