Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ

16/05/2018 at 10:40 PM

କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ କାମ। ଯୋବ୍ରା ସେଟେଲ୍ମେଣ୍ଟ ଅଫିସ୍ ପାଖରୁ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ପର୍ଯ୍ୟନ୍ତ ତିଆରି ହେଉଛି ଏହି ପୋଲର ଦ୍ବିତୀୟ ପର୍ଯ୍ୟାୟ କାମ। ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ ସରିଲେ ଯୋବ୍ରାରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଦୂରତା କମିଯିବ ବୋଲି କୁହାଯାଇଛି। ତେବେ ଜୁନ୍ ୧୫ ସୁଦ୍ଧା କେନାଲ୍ରେ ପାଣି ଓ ଡିସେମ୍ବର ସୁଦ୍ଧା ପୋଲର ନିର୍ମାଣ ସରିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Leave a Reply

   Related Posts