Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

କଟକ ରକ୍ସି ଲେନ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି

8/05/2018 at 10:01 PM

ପ୍ରାୟ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି କଟକ ରକ୍ସିଲେନର ବାସିନ୍ଦା ମାନେ ଏକ ଅସ୍ବାସ୍ଥକର ପରିବେଶ ଭିତରେ କାଳାତିପାତ କରୁଛନ୍ତି।କାରଣ ରକ୍ସିଲେନ୍ ଭିତରେ ଥିବା ମୁଖ୍ୟ ଡ୍ରେନ ଦେଇ ପାଣି ନିଷ୍କାସିତ ହୋଇପାରୁନାହିଁ। ଅବସ୍ଥା ଏମିତିଯେ, ନର୍ଦ୍ଦମା ପାଣି ଲୋକଙ୍କ ଘରେ ମଧ୍ୟ ପସୁଛି। ତେବେ ମହାନଗର ମିଗମ ଏନେଇ ସେଭଳି କିଛି ପଦକ୍ଷେପ ନେଇନାହିଁ। ତେବେ ମାମଲା ଯାଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବାପରେ ଆଜି ସ୍ଥାନୀୟ ବାସିନ୍ଦାଙ୍କ ହାଲ ବୁଝିବାଲାଗି କ୍ଷେତ୍ର ଉପରକୁ ଆସିଛନ୍ତି କଟକ ଜିଲ୍ଲାପାଳ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳ କହିଛନ୍ତି ପାଣି ନିଷ୍କାସନ ଲାଗି ଖୁବଶୀଘ୍ର ବ୍ୟବସ୍ଥା କରାଯିବ। ସୂଚନା ମଧ୍ୟ ମିଳିଛିଯେ, ରକ୍ସି ଲେନରେ ନୂଆ ଡ୍ରେନ ନିର୍ମାଣ କରିବାପାଇଁ ୮୩ ଲକ୍ଷ ଟଙ୍କା ମଞୁର ହୋଇସାରିଛି। କିନ୍ତୁ ଅନେକ କାରଣ ବଶତଃ ନିର୍ମାଣ କାମ ହୋଇପାରୁନାହିଁ।

Leave a Reply

   Related Posts