Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପ ଷ୍ଟେଟ୍ ବ୍ୟାଙ୍କ ସିଲ୍ : ମ୍ୟାନେଜର କରୋନା ସଂକ୍ରମିତ, ଗ୍ରାହକଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର : ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ କଟକଣା ଲଗାଇଲା ବିଏମ୍‌ସି
  • ||
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||

କଟକ ମହାନଦୀ ଉପରେ ନିର୍ମିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ସେତୁରେ ସୁରକ୍ଷା ଚିନ୍ତା

1/05/2018 at 10:57 PM

କଟକ ଠାରେ ମହାନଦୀ ଉପରେ ନିର୍ମିତ ହୋଇଥିବା ଉତ୍କଳ ଗୌରବ ମଧୁସୂଦନ ସେତୁକୁ, ଆଜିକୁ ଠିକ୍ ଏକ ମାସ ତଳେ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ସେତୁଟି ଲୋକାର୍ପିତ ହେବାପରେ ଏହାର ଗୁରୁତ୍ବ ଢେରମାତ୍ରାରେ ବଢିଯାଇଛି। କଟକର ଚହଟା ଅ଼ଞ୍ଚଳରୁ ଚୌଦ୍ବାର ବ୍ଲକ, ନୂଆପାଟଣାକୁ ସଂଯୋଗ କରିଥିବା ଏହି ସେତୁରେ ଦୈନିକ ଶହ ଶହ ସଂଖ୍ୟାର ଗାଡି ମୋଟର ଯିବା ଆସିବା କରୁଛି, ଏବଂ ପ୍ରତ୍ୟେହ ସକାଳେ ଏବଂ ସଂଧ୍ୟାରେ ଶତାଧିକ ଲୋକ ଏଠାରେ ଓ୍ବାକିଂ ମଧ୍ୟ କରୁଛନ୍ତି। ହେଲେ ପରିତାପର ବିସୟ, ଯାତ୍ରୀ ମାନଙ୍କର ସୁରକ୍ଷା ବାବଦରେ ପୁଲିସ ବିଭାଗ ଯେତିକି ଧ୍ୟାନ ଦେବାକଥା ସେତିକି ଦେଇନାହିଁ।

Leave a Reply

   Related Posts