ବାଦାମବାଡିରେ ପୁଣି ଫଟିଛି ବୋମା । ବୋମା ମାଡରେ କିଛି କ୍ଷୟ କ୍ଷତି ହୋଇ ନଥିବା ବେଳେ ବ୍ୟବସାୟୀକ ଶତୃତାରୁ ବୋମା ମାଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ବାଦମବାଡି ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ଟି ଅଫୁଟା ବୋମା ମଧ୍ୟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here