Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

କଟକର ଦୋଳମୁଣ୍ଡାଇସ୍ଥିତ ମହର୍ଷି ଇଂଲିଶ ମିଡିୟମ ସ୍କୁଲ ବନ୍ଦ

19/06/2018 at 10:10 PM

ସ୍କୁଲରେ ଝୁଲୁଛି ତାଲା। ବୋର୍ଡରେ ଟଙ୍ଗା ହୋଇଛି ନୋଟିସ୍‌। ଟିସି ନେଇଯାଅ, ଅନ୍ୟତ୍ର ଆଡ୍ମିଶନ କର କାରଣ ସ୍କୁଲ ବନ୍ଦ ହୋଇଯିବ। ଏମିତି ଏକ ଅପ୍ରତ୍ୟାଶିତ ନୋଟିସ୍ ଦେଖିବାକୁ ପାଇଛନ୍ତି କଟକ ଦୋଳମୁଣ୍ଡାଇସ୍ଥିତ ମହର୍ଷି ସ୍କୁଲର ଅଭିଭାବକମାନେ। ଛୁଟି ପୂର୍ବରୁ ରି ଆଡ୍ମିଶନ କରିଥିବା ପିଲାମାନେ ଏବେ ଟିସି ନେଇ ଅନ୍ୟତ୍ର ପଢିବାକୁ ସ୍କୁଲ ପକ୍ଷରୁ ଦିଆଯାଇଛି ନୋଟିସ୍। ଆଉ ଏହା ବିରୁଦ୍ଧରେ ଅଭିଭାବକମାନେ ବାଦାମବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

   Related Posts