କଟକରେ ସିରିଜ୍ ଲୁଟ୍
3/05/2018 at 10:36 PM

କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡାୟତ ସାହିରେ ଗୋଟିଏ ରାତିରେ ତିନୋଟି ଘରୁ ଲୁଟ ଉଦ୍ୟମ କରିଥିବା ବେଳେ ଦୁଇଟି ଘରୁ ଲୁଟ କରିବାରେ ସଫଳ ହୋଇଛନ୍ତି ଲୁଟେରା। ଖବର ପାଇ ସଦର ଥାନା ପୋଲିସ ଘଟଣାରେ ତଦନ୍ତ ଅରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ମଧ୍ୟ ନିୟୋଜିତ କରାଯାଇଛି। ତେବେ ସାଦର ଥାନା ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଡି କରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021