Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କଟକରେ ପୁଣି ଏନକାଉଣ୍ଟର

22/05/2018 at 11:12 PM

କଟକରେ ପୁଣି ଏନକାଉଣ୍ଟର। ୨୪ ଘଣ୍ଟା ଭିତରେ ସଦର ଥାନା ଅଞ୍ଚଳରେ ଦୁଇଟି ଏନକାଉଣ୍ଟର କରିଛି ସ୍ପେଶାଲ ସ୍କ୍ବାର୍ଡ ଯାହା ଅପରାଧୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଗତ କାଲି ବିଳମ୍ବିତ ରାତିରେ ପୋଲିସ ଗୁଳିର ଶୀକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସବିର ଖାନ ଓରଫ ଯୁଗା। ପୋଲିସ ଅଭିଯୁକ୍ତ ଠାରୁ ୩ଟି ବୋମା ଜବତ କରିଛି। ଅଭିଯୁକ୍ତ ଯୁଗା ନାମରେ ହତ୍ୟା କାଣ୍ଡ ଭଳି ସଂଗୀନ ମାମଲା ରହିଥିବା କହିଛନ୍ତି ଡିସିପି। ତେବେ ଯୁଗାକୁ ମିଶାଇ କଟକ ସହରରେ ଏନକାଉଣ୍ଟର ସଂଖ୍ୟା ୧୭ ରେ ପହଞ୍ଚିଛି।

Leave a Reply

   Related Posts