କଟକରେ ପୁଣି ଏନକାଉଣ୍ଟର
22/05/2018 at 11:12 PM

କଟକରେ ପୁଣି ଏନକାଉଣ୍ଟର। ୨୪ ଘଣ୍ଟା ଭିତରେ ସଦର ଥାନା ଅଞ୍ଚଳରେ ଦୁଇଟି ଏନକାଉଣ୍ଟର କରିଛି ସ୍ପେଶାଲ ସ୍କ୍ବାର୍ଡ ଯାହା ଅପରାଧୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଗତ କାଲି ବିଳମ୍ବିତ ରାତିରେ ପୋଲିସ ଗୁଳିର ଶୀକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସବିର ଖାନ ଓରଫ ଯୁଗା। ପୋଲିସ ଅଭିଯୁକ୍ତ ଠାରୁ ୩ଟି ବୋମା ଜବତ କରିଛି। ଅଭିଯୁକ୍ତ ଯୁଗା ନାମରେ ହତ୍ୟା କାଣ୍ଡ ଭଳି ସଂଗୀନ ମାମଲା ରହିଥିବା କହିଛନ୍ତି ଡିସିପି। ତେବେ ଯୁଗାକୁ ମିଶାଇ କଟକ ସହରରେ ଏନକାଉଣ୍ଟର ସଂଖ୍ୟା ୧୭ ରେ ପହଞ୍ଚିଛି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021