କଟକରେ ପରୀ ଏକ୍ସପ୍ରେସ
30/05/2018 at 11:36 PM

ଭୁବନେଶ୍ୱର ପରେ କଟକରେ ଗଡ଼ିଲା ପରୀ ଏକ୍ସପ୍ରେସ । ଶିଶୁ ଯୌନ ନିର୍ଯାତନା ରୋକିବା ଲକ୍ଷ। ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପତକା ଦେଖାଇ ସୁଭାରମ୍ଭ କରିଛନ୍ତି । ଦୁଇଟି କୁନିକୁନି ଝିଅ ପରୀ ବେଶରେ ସଜ୍ଜିତ ହୋଇ ସହର ସାରା ବୁଲିବା ସହ ନାବାଳିକା ଦୁଷ୍କର୍ମ ଓ ନିର୍ଯାତନା ରୋକିବା ନେଇ କରିଛନ୍ତି ପଥପ୍ରାନ୍ତ ନାଟକ । ଏହି ଅବସରରେ ସହରର ଶାନ୍ତି କମିଟି, ପୂଜା କମିଟି, ସାମାଜିକ ଅନୁଷ୍ଠାନ, ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀ ଉପସ୍ଥିଚ ଥିଲେ। ଏହି ରଥ ସହରରେ ବେଶ ସଚେତନଚା ସହାୟକ ହେବ ବୋଲି ବିଧାୟକ କହିଛନ୍ତି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021