Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରେ ପରୀ ଏକ୍ସପ୍ରେସ

30/05/2018 at 11:36 PM

ଭୁବନେଶ୍ୱର ପରେ କଟକରେ ଗଡ଼ିଲା ପରୀ ଏକ୍ସପ୍ରେସ । ଶିଶୁ ଯୌନ ନିର୍ଯାତନା ରୋକିବା ଲକ୍ଷ। ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପତକା ଦେଖାଇ ସୁଭାରମ୍ଭ କରିଛନ୍ତି । ଦୁଇଟି କୁନିକୁନି ଝିଅ ପରୀ ବେଶରେ ସଜ୍ଜିତ ହୋଇ ସହର ସାରା ବୁଲିବା ସହ ନାବାଳିକା ଦୁଷ୍କର୍ମ ଓ ନିର୍ଯାତନା ରୋକିବା ନେଇ କରିଛନ୍ତି ପଥପ୍ରାନ୍ତ ନାଟକ । ଏହି ଅବସରରେ ସହରର ଶାନ୍ତି କମିଟି, ପୂଜା କମିଟି, ସାମାଜିକ ଅନୁଷ୍ଠାନ, ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀ ଉପସ୍ଥିଚ ଥିଲେ। ଏହି ରଥ ସହରରେ ବେଶ ସଚେତନଚା ସହାୟକ ହେବ ବୋଲି ବିଧାୟକ କହିଛନ୍ତି ।

Leave a Reply

   Related Posts