Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

କଟକରେ ଜଳାଶୟ ଉପରେ ମାଫିଆଙ୍କ ଆଖି

16/04/2018 at 10:26 PM

ଜଳାଶୟକୁ ପୋତିବା ବେଆଇନ ହୋଇଥିଲେ ମଧ୍ୟ କଟକରେ ଏସବୁକିଛି ବେଶ ବେଧଡକ୍ ଢଙ୍ଗରେ ଚାଲିଛି……ଚିନ୍ତାର ବିସୟ ହେଲା ଏଭଳି କାମରେ କଟକ ମହାନଗର ନିଗମର ଏକ ବିଶେଷ ଭୁମିକା ରହିଛି……ସହରର ବିଭିନ୍ନ ଆବର୍ଜନାକୁ କାଠଗଡାସାହି ଜଳାଶୟରେ ପକାଇ ତାକୁ ପୋତିବାଲାଗି ସି ଏମ୍ ସି ର କିଛି ଅସାଧୁ କର୍ମଚାରୀ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି
। କେବଳ ସି ଏମ୍ ସି ନୁହେଁ , ଜାଇକା କର୍ତ୍ତୃପକ୍ଷବି ଏଭଳି ବେଆଇନ କାମରେ ହାତ ମିଳାଇଥିବାର ସଙ୍ଗିନ ଅଭିଯୋଗ ହୋଇଛି ।

Leave a Reply

   Related Posts