Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଓ୍ୱାରେଣ୍ଟି ସାବଧାନ

24/06/2018 at 12:08 AM

କଟକ, ଭୁବନେଶ୍ୱର ଥାନା ମାନଙ୍କରେ ପଡ଼ି ରହିଥିବା ଓ୍ୱାରେଣ୍ଟି ମାନଙ୍କୁ ଧରିବାକୁ ଆରମ୍ଭ ହେଲା ଅଭିଯାନ। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଅଭିଯାନ ଏପର୍ଯ୍ୟନ୍ତ ୫୩ ଜଣଙ୍କୁ ଗିରଫ କରାଗଲାଣି। ବଚ୍ଛା ବଚ୍ଛା ପୋଲିସ୍‌କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ୬ ଶହରୁ ଅଧିକ ଲୋକଙ୍କ ନାଁରେ ଓ୍ୱାରେଣ୍ଟ୍‌। ଆସନ୍ତା ୨୫ ତାରିଖ ସୁଧା ସବୁ ଓ୍ୱାରେଣ୍ଟିଙ୍କୁ ଧରିବାକୁ ଟାର୍ଗେଟ୍ ।

   Related Posts