ଓଲିଉଡରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା
11/07/2018 at 11:18 PM

ଓଲିଉଡରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ! ଏଭଳି ଏକ ସୁରାକ୍ ପାଇଛି ଟିଟୋ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍ । ଏକ ଓଡିଆ ଫିଲ୍ମ ନିର୍ମାଣରେ ଟିଟୋ ଟଙ୍କା ଲଗାଇଛି । ଟିଟୋର ସଂପର୍କୀୟ ଭାଇ ଜରିଆରେ ଏହି ଟଙ୍କା ଲାଗିଥିବା ଏସ୍.ଟି.ଏଫ୍ ଜାଣିବାକୁ ପାଇଛି । ତେବେ କେଉଁ ଓଡ଼ିଆ ଫିଲ୍ମରେ ଟିଟୋର ଟଙ୍କା ଲାଗିଥିଲା ଏନେଇ ସଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ । ଏସ୍.ଟି.ଏଫ୍ ଏନେଇ ଖୋଳତାଡ଼ ଚଳାଇଛି । ସେପଟେ ଟିଟୋ ଲିଙ୍କରେ ଯାଜପୁରରେ ମଧ୍ୟ ଚଢ଼ାଉ ଚାଲିଛି
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021