Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରେ ପ୍ରବେଶ କରିପାରନ୍ତି ବାଲାଂଦେଶୀ

4/08/2018 at 8:22 PM

ଅସୁରକ୍ଷିତ ଉପକୂଳବର୍ତ୍ତୀ ଅଞ୍ଚଳ। ଥାନା ଅଛି ହେଲେ ଆବଶ୍ୟକ କର୍ମଚାରୀ ନାହାନ୍ତି କି ପେଟ୍ରୋଲିଂ ପାଇଁ ବୋଟ୍ ନାହିଁ । ସୁରକ୍ଷା ବ୍ୟବସ୍ଥା ଢିଲାଥିବା ସ୍ବୀକାର କରିଲେ ପୁଲିସ୍ । ତଥାପି ବାହ୍ୟ ଅନୁପ୍ରବେଶ ପ୍ରତି କଡା ନଜର ରଖିଥିବା କହିଛନ୍ତି ଜିଲ୍ଲା ଏସ୍.ପି।

   Related Posts