Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଓଡ଼ିଶାରେ ନିପା ରୋଗୀ ଥିବା ନେଇ ଚର୍ଚ୍ଚା ପ୍ରସଙ୍ଗ

19/07/2018 at 12:30 PM

ଓଡ଼ିଶାରେ ନାହାନ୍ତି ନିପା ରୋଗୀ: ସ୍ବାସ୍ଥ୍ୟମନ୍ତ୍ରୀ
ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା
‘ଓଡ଼ିଶାରେ ନିପା ନେଇ ଚର୍ଚ୍ଚା ହେଉଛି ତାହା ଗୁଜବ’
‘ଓଡ଼ିଶାରେ ନିପା ରୋଗୀ ଚିହ୍ନଟ ହୋଇନାହାନ୍ତି’
‘ଗୋଆରୁ ଆସିଥିବା କିଛି ରୋଗୀଙ୍କୁ ନେଇ ଏପରି ଗୁଜବ’
‘୫ ଜଣଙ୍କ ପରୀକ୍ଷା କରାଯାଇଛି, ଭାଇରସ ନାହିଁ’
‘ଯେଉଁମାନେ SCBରେ ଅଛନ୍ତି, ଅନ୍ୟକାରଣରୁ ଚିକିତ୍ସିତ ହେଉଛନ୍ତି’

   Related Posts