Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଓଡ଼ିଶାରରେ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ୍ କରିବ ବିପିସିଏଲ୍

18/05/2018 at 10:31 PM

ଓଡ଼ିଶାରରେ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ୍ କରିବ ବିପିସିଏଲ। ମେ ୨୧ରେ ଶିଳାନ୍ୟାସ ହେବ ରାଜ୍ୟର ଦ୍ବିତୀୟ ଏଲ୍‌ପିଜି ବଟଲିଙ୍ଗ୍ ପ୍ଲାଣ୍ଟ। ଶିଳାନ୍ୟାସ କରିବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଲାଙ୍ଗିର ଜିଲ୍ଲାର ବରକାନି ଗାଁରେ ହେବ ଶିଳାନ୍ୟାସ। ଏହି ପ୍ଲାଣ୍ଟ ଯୋଗୁଁ ପ୍ରାୟ ୭ରୁ ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ୨୦୨୦ ସୁଦ୍ଧାକାମ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପ୍ଲାଣ୍ଟ। ଇଡକୋର ୨୩ ଏକର ଜାଗାରେ କରାଯିବ ଏହି ପ୍ଲାଣ୍ଟ। ପ୍ରେସମିଟ୍ରେ ବିପିସିଏଲ୍ ପକ୍ଷରୁ ସୂଚନା।

Leave a Reply

   Related Posts