Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଓଡ଼ଶାରେ ପ୍ରଥମ କରି ବାଲେଶ୍ୱରରେ ଚିଟ୍‌ଫଣ୍ଡ ଜମାକାରିଙ୍କ ଅର୍ଥ ଫେରସ୍ତ ପ୍ରକ୍ରୀୟା ଆରମ୍ଭ

23/05/2018 at 8:08 PM

ଅନେକ ପ୍ରତିକ୍ଷା ପରେ ବାଲେଶ୍ୱରରେ ଆଜି କିଛି ବ୍ୟକ୍ତି ଫେରିପାଇଛନ୍ତି ଚିଟ୍ ଫଣ୍ଡରେ ଜମା କରିଥିବା ଅର୍ଥ। 10ହଜାରୁ କର୍ମ ଅର୍ଥ ଜମା ରଖଥିବା ବ୍ୟକ୍ତିମାନେ ପ୍ରଥମ ପର୍ଯ୍ୟାୟରେ ଏହି ସୁଯୋଗ ପାଇଛନ୍ତି। ସେମାନଙ୍କୁ ବଛାଯାଇ ଆଜି ଠାରୁ ସେମାନଙ୍କର ଟଙ୍କା ଫେରସ୍ତ କାର୍ଯୟକ୍ରମ ଆରମ୍ଭ ହୋଇଛି। ଏହା ଫଳରେ ଜମା କରିମାନେ ଆନନ୍ଦ ଲାଭ କରିଛନ୍ତି।

Leave a Reply

   Related Posts