ଏପ୍ରିଲ୍ ୧୪ ହେଲାଣି, ହେଲେ ଏଯାଏଁ ମିଳିଲାନି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦରମା
15/04/2018 at 1:37 AM

ଏଯାଏଁ ମିଳିନି ସରକାରୀ କର୍ମଚାରୀଙ୍କୁ ଦରମା । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାର ୧୪ ଦିନ ବିତିଲାଣି ହେଲେ, ମୋବାଇଲକୁ ମେସେଜ୍ ଆସିଲାନି । ଯାହାକୁ ନେଇ ରାଜ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବିଜେପି ଏହାକୁ ସରକାରଙ୍କ ଆର୍ଥିକ ପରିଚାଳନାଗତ ତ୍ରୁଟି କହୁଥିବା ବେଳେ ସରକାର କହୁଛନ୍ତି, ଟିକେ ଟେକ୍ନିକାଲ୍ ପ୍ରୋବଲେମ୍ ହୋଇଯାଇଛି ।
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021