Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପଜିଲ୍ଲାପାଳଙ୍କ ବୋର୍ଡ ଲଗାଇ ଭାରିଜାନରୁ ବେଆଇନ ବଟି ଆଦାୟ

22/06/2018 at 12:03 AM

କଟକ ଉପଜିଲ୍ଲାପାଳଙ୍କ ବୋର୍ଡ ଲଗାଇ ବୋଲରୋ ଗାଡିରେ ବସି ଭାରିଜାନରୁ ବେଆଇନ ବଟି ଆଦାୟ କରୁଥିବା ବାବୁ ପୋଲିସ ଜାଲରୁ ଖସିଗଲେ, ହଲେ ଫାଣ୍ଡିରେ ବନ୍ଧା ପଡିଛି ଗାଡି । ମାସ ମାସ ଧରି ରାଜପଥରୁ ଗାଡିଚଳକଙ୍କ ଠାରୁ ଅର୍ଥ ଲୁଟୁଥିବା ଠକଙ୍କୁ ପୋଲିସ ଜେଲ ହାଜତକୁ ପଠାଇବା ପରିବର୍ତ୍ତେ କାହିଁକି ସସମ୍ମାନେ ଛାଡିଦେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts