ଉଦ୍ଦଯାପିତ ହୋଇଛି ପ୍ରସିଦ୍ଧ ଆନ୍ତର୍ଯ୍ୟାତୀୟ ସୁଟର୍ ଗନ୍ ଫର ଗ୍ଲୋରୀରେ ସୁଟିଂ କୋଚିଂ କ୍ୟାମ୍ପ୍
8/05/2018 at 10:31 PM

ଉଦ୍ଦଯାପିତ ହୋଇଛି ପ୍ରସିଦ୍ଧ ଆନ୍ତର୍ଯ୍ୟାତୀୟ ସୁଟର୍ ଗନ୍ ଫର ଗ୍ଲୋରୀରେ ସୁଟିଂ କୋଚିଂ କ୍ୟାମ୍ପ୍। ୨୫ ଜଣ ସୁଚରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ । ଶେଷ ଦିନରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତା ହୋଇଥିଲା । ଉଦ୍ଦାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ନ୍ୟୁଜ୭ର ସିଇଓ ଯୋଗଦେଇ ପିଲାମାନଙ୍କୁ ଖେଳ ସହ ପାଠକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
Related Posts
କମିଲା ତାତି, ୬ରୁ ପୁଣି ବଢିବ : ୪୨ ଡିଗ୍ରୀ ଛୁଇଁବ ପାରଦ !
3 March 2021