Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଆସନ୍ତା କାଲି ୨୫ ତାରିଖ ପୁରୀ ଜିଲ୍ଲାର ସମସ୍ତ ଡୋଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ ରହିବ

24/05/2018 at 6:09 PM

ରାଜ୍ୟ ଘରୋଇ ଚିକତ୍ସାଳୟ, ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକ ସଂଘର ଡ଼ାକରା କ୍ରମେ ଆସନ୍ତାକାଲି ପୁରୀ ଜିଲ୍ଲାର ସମସ୍ତ ଡ଼ାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ ରହିବ। ଆସନ୍ତାକାଲି କୌଣସି ନୂଆ ରୋଗୀଙ୍କୁ ଆନମିଶନ କରାଯିବ ନାହିଁ। ମାତ୍ର ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଜରୁରୀ ସେବା ଯୋଗଇଦିଆଯିବ। ବୁଧବାର ଏକ ଘରୋଇ ଚିକିତ୍ସାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଣୀତ ଅଗ୍ନିଶମ ନିୟମ ଅନୁଯାୟୀ ଘରୋଇ ଚିକିତ୍ସାଳୟ ଗୁଡ଼ିକ ଲାଗି ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଭଳିକି ଏହି ନିୟମକୁ ଛୋଟ ବଡ଼ ସମସ୍ତ ସଂସ୍ଥା ପ୍ରତି ସମାନ ନିୟମ କରାଯାଇଥିବାରୁ ଏହାର ବିରୋଧ କରିଛି ସଂଘ।

Leave a Reply

   Related Posts