Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ଆବର୍ଜନା ନିଷ୍କାସନରେ ଖୋର୍ଦ୍ଧ। ପୌର ପ୍ରଶାସନ ଫେଲ୍

20/06/2018 at 10:08 PM

ସରକାର ସ୍ବଚ୍ଛ ଭାରତ ଯୋଜନା କରିଛନ୍ତି । ଏନେଇ ସରକାର ନାରା ଦେଉଛନ୍ତି ଏକ୍ କଦମ୍ ସ୍ବଚ୍ଛତାକି ଔର। ମାତ୍ର ନାରା ନାରା ବାଟରେ ରହୁଛି। ଏଭଳି ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧ। ସହରରେ । ସହରର କୋଣ ଅନୁକୋଣରେ ଆବର୍ଜନା ନିସ୍କାସନ ନହେବା ଫଳରେ ଲୋକେ ହନ୍ତସନ୍ତ। ସହରର ବିଭିନ୍ନ ଡ୍ରେନ ସଫା ନହେବା ଫଳରେ ମଶା ମଛିଙ୍କର ବଂଶ ବୃଦ୍ଧି ହେଉଛି। ଫଳରେ ହଇଜା, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସଂକ୍ରମଣ ରୋଗ ହେବାର ସମ୍ଭାବନା ଦେଖାଯିବା ନେଇ ବୁଦ୍ଧିଜିବୀ ମହଲରେ ଭାଲେଣୀ ବଡିଛି। ଖୁବ୍ ଶିଘ୍ର ପୌର ପ୍ରଶାସନ ଏ ଦିଗରେ ସଚେତନ ହୋଇ ଆବର୍ଜନା ନିସ୍କାଶନ କରିବାକୁ ଲୋକେ ଦାବି କରିଛନ୍ତି।

   Related Posts