ଆନ୍ଧ୍ର କୁରନୁଲ୍ ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ପୋରଣ
4/08/2018 at 8:47 PM

ଆନ୍ଧ୍ର କୁରନୁଲ୍ ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ପୋରଣ ଘଟିଛି । ବିସ୍ପୋରଣରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ତାଙ୍କ ଘର ଗଞ୍ଜାମ ରମ୍ଭା ଅନ୍ତର୍ଗତ ବନ୍ଧତଳ ନୂଆ ଗାଁରେ। ଏନେଇ ସୂଚନା ଦେଇଛନ୍ତି ରମ୍ଭା ଥାନା ଆଇଆଇସି। ଗତ ରାତିର ଘଟିଥିବା ବିସ୍ପୋରଣରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣଙ୍କର ଅବସ୍ଥା ସଙ୍କାଟାପର୍ଣ୍ଣ ରହିଛି।
Related Posts
ଶିକାରୀ ଫାଶରେ ପଡିଲା ହରିଣ, ଜଣକୁ ଅଟକ ରଖିଲା ବନ ବିଭାଗ
8 March 2021