Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆତ୍ୟାତି କମ୍ପାନୀ ପକ୍ଷରୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ

22/07/2021 at 10:48 AM

ଚଣ୍ଡିଖୋଲ ୨୨।୭: ‘ପ୍ରୟାସ’ ପରିବାରର ନିବେଦନ କ୍ରମେ ଯାଜପୁର ଜିଲ୍ଲା ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରାଯାଇଛି । ବିଶ୍ଵ ମହାମାରୀ କରୋନାରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ଯୋଗୁଁ ବିଭିନ୍ନ କମ୍ପାନୀ ପକ୍ଷରୁ  ଗୁରୁବାର ଆତ୍ୟାତି କମ୍ପାନୀ ପକ୍ଷରୁ ୬ଟି ଅକ୍ସିଜେନ୍ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ମୁଖ୍ୟବକ୍ତା ଡଃ ରଶ୍ମୀ ରଞ୍ଜନ ପଶାୟତ, ସମ୍ମାନୀତ ଅତିଥି ଅରବିନ୍ଦ ସାମଲ, ପ୍ରୟାସ ସଭାପତି ଆଶିଷ ମହାପାତ୍ର, ସମ୍ପାଦକ ଭାରତ ଭୂଷଣ ପଣ୍ଡା, ଆତ୍ୟାତି କମ୍ପାନୀ ଯାଜପୁରର ମ୍ୟାନେଜର ଜୟଦୀପ ବିଶ୍ଵାଳ ଯୋଗ ଦେଇଥିବା ବେଳେ  ବଡ଼ଚଣା ମେଡିକାଲ ଚିକିତ୍ସା ଓ ଟିକା ସମ୍ବନ୍ଧରେ ବିଧାୟକ  ଆଲୋଚନା କରିଥିଲେ ।

   Related Posts