Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଆଜି ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ

27/07/2018 at 1:45 PM

ଚଳିତ ଶତାବ୍ଦୀର ସର୍ବ ବୃହତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏହି ଚନ୍ଦ୍ର ଗ୍ରହଣ ୧ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେବ । ଉତ୍ତର ଆମେରିକାକୁ ବାଦ ଦେଲେ ସାରା ବିଶ୍ୱରେ ଦୃଶ୍ୟମାନ ହେବ ଏହି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଏବଂ ସୂର୍ଯ୍ୟ ମଝିରେ ପୃଥିବୀ ଆସିଗଲେ ଚନ୍ଦ୍ରଗ୍ରହଣ ହୋଇଥାଏ । ରାତି ୧୦ ଟା ୪୪ ମିନିଟ୍ରୁ ଆରମ୍ଭ ହେବ ଚନ୍ଦ୍ର ଗ୍ରହଣ । ଏବଂ ଏହା ଆସନ୍ତାକାଲି ଭୋର ୪ ଟା ୫୮ ପର୍ଯ୍ୟନ୍ତ ଅନୁଭୂତ ହେବ । ଅର୍ଥାତ୍ ପାଖାପାଖି ୬ ଘଣ୍ଟା । ଖାଲି ଆଖିରେ ଏହା ରାତି ୧୧ଟା ୪୪ ମିନିଟରୁ ରାତି ୩ ଟା ୪୯ ମିନିଟ ପର୍ଯ୍ୟନ୍ତ ଦେଖାଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରାତି ଗୋଟାଏରୁ ରାତି ୨ଟା ୪୩ ମିନିଟ ପର୍ଯ୍ୟନ୍ତ ହେବ । ୧ ଘଣ୍ଟା ୪୩ ମିନିଟର ଏହି ଚନ୍ଦ୍ରଗ୍ରହଣ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ ହେବ । ଚନ୍ଦ୍ର ଗ୍ରହଣ ପାଇଁ ୨ଟା ୫୪ ରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ କରାଯିବ

   Related Posts