Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

22/06/2018 at 9:33 PM

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ବର୍ଷ ମୋଟ୍ ୨୬ ହଜାର ୬ ଶହ ୪୧ ଜଣ ଛାତ୍ର ଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି..ରାଜ୍ୟରେ ଶହେଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେଉଛି। ଗତ ମାଟ୍ରିକ୍ ପରୀକ୍ଷା ସମୟରେ ଯେଭଳି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ସାମ୍ନା କୁ ଆସିଥିଲା, ତାକୁ ଦୃଷ୍ଟିରେ ରଖି ସପ୍ଲିମେଣ୍ଟାରୀ ପରୀକ୍ଷାରେ ବୋର୍ଡ କର୍ତ୍ତୃପକ୍ଷ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି.କୌଣସି ପରୀକ୍ଷା କେନ୍ଦ୍ର ପରିସରକୁ ପରିକ୍ଷକ ,ଛାତ୍ର ,ଛାତ୍ରୀ ,ଅଭିଭାବକ କିମ୍ବା ସ୍କୁଲର କୌଣସି ଷ୍ଟାଫ୍ କୌଣସି ପ୍ରକାର ସଂଚାର ଉପକରଣ ନେବା ଉପରେ କଟକଣା ଲାଗୁ କରାଯାଇଛି। ଏ ନେଇ ପରୀକ୍ଷା କେନ୍ଦ୍ର ଗୁଡିକରେ ନୋଟିସ୍ ମଧ୍ୟ ଲଗାଯାଇଛି। ଆଜି ସପ୍ଲିମେଣ୍ଟାରୀ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଥିଲା। ଗତ ରେଗୁଲାର ପରୀକ୍ଷା ତୁଳନାରେ ପ୍ରଶ୍ନପତ୍ର ସହଜ ଥିବା ପରିକ୍ଷାର୍ଥୀ ମାନେ କହିଛନ୍ତି।

   Related Posts