Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଆକାଶ ଛୁଆଁ ହେଲା ପେଟ୍ରୋଲ ଓ ଡିଜେଲ ଦର

24/05/2018 at 7:05 PM

ଆକାଶ ଛୁଆଁ ହେଲା ପେଟ୍ରୋଲ ଓ ଡିଜେଲ ଦର। ସବୁଦିନର ରେକର୍ଡ କାଟିଲା ତେଲ ଦର । ଦରକୁ ନେଇ ଲୋକେ ହନ୍ତସନ୍ତ ହେଲେଣି କିନ୍ତୁ ଟିକସକୁ କେନ୍ଦ୍ର ଓ ରାଜ୍ୟସରକାର ହିସାବ ଛିଣ୍ତୁନି। ରାଜ୍ୟସରକାର ଭାଟ ଛାଡୁନାହାନ୍ତି କି କେନ୍ଦ୍ର ସରାକର ଏକ୍ସସାଇଜ ଡ୍ୟୁଟି ଛାଡ କରୁନାହାନ୍ତି। ଲୋକଙ୍କ ସରକାର ବୋଲାଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିଜ ଜିଦରେ ଅଟଳ। କେନ୍ଦ୍ର ମନ୍ତ୍ରୀ ଭାଟ ଛାଡ କରିବାକୁ ରାଜ୍ୟକୁ କହୁଥିବାବେଳେ ରାଜ୍ୟସରକାର ଉତ୍ପାଦନ ଶୁଳ୍କ ୧୦ ଟଙ୍କା ଛାଡ କରିବାକୁ ଦାବି କରିଛନ୍ତି। କିନ୍ତୁ ସଧରଣଲୋକଙ୍କୁ ଦୁଃଖ ଏମାନଙ୍କ ନଜରରେ ପଡୁନି।

Leave a Reply

   Related Posts