Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଇଏମଏସ ଓ ସମ୍ ହସ୍ପିଟାଲର ପାଥୋଲଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୨ ଦିନିଆ କର୍ମଶାଳା

4/08/2018 at 2:38 AM

ଆଇଏମଏସ ଓ ସମ୍ ହସ୍ପିଟାଲର ପାଥୋଲଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୨ ଦିନିଆ କର୍ମଶାଳା। କର୍ମଶାଳାରେ ବିଭିନ୍ନ ହସ୍ପିଟାଲର ୩୦ରୁ ଅଧିକ ଡାକ୍ତର ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସାରା ଦେଶରୁ ବରିଷ୍ଠ ବିଶେଷଜ୍ଞମାନେ ଯୋଗ ଦେଇ କର୍ମଶାଳାରେ ପ୍ରଶିକ୍ଷିଣ ଦେଇଥିଲେ। କାର୍ଯ୍ୟକ୍ରମରେ ହେମୋଟୋଲଜି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ସମୟରେ ଅତ୍ୟଧିକ ରକ୍ତସ୍ରାବ ରୋଗୀର ଜୀବନକୁ ବିପଦରେ ପକାଇଥାଏ। ଏହାର ପ୍ରକୃତ କାରଣ କିଭଳି ତୁରନ୍ତ ଜାଣି ହେବ ଓ ଉପଯୁକ୍ତ ଚିକିତ୍ସା କରି ହେବ ସେ ନେଇ ଆଲୋଚନା ହୋଇଥିଲା। ରୋଗୀ ସେବାକୁ ଅଧିକରୁ ଅଧିକ ଉନ୍ନତ କରିବାକୁ ଆଗକୁ ମଧ୍ୟ ଏଭଳି କର୍ମଶାଳା ଆୟୋଜିତ ହେବ ବୋଲି ସମ୍ କର୍ତ୍ତୃପକ୍ଷ କହିଛନ୍ତି।

   Related Posts