Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅସରାଏ ବର୍ଷା ରେ ବେହାଲ ବଲାଙ୍ଗୀର ରାସ୍ତା ଘାଟ

17/07/2018 at 11:42 PM

ରାସ୍ତା ପାଇଁ ୨୭ ବର୍ଷ ହେଲା ଗୁହାରି କରି କରି ନୟାନ୍ତ ହେଲେଣି ଳୋକ। ପୌରପରିଷଦ ଓ ପ୍ରଶାସନ ଠାରୁ ମିଳୁଛି କେବଳ ପ୍ରତିଶୃତି। ବଳାଙ୍ଗୀର ସହରର ଶାସ୍ତ୍ରୀ ନଗର ପଡା ରେ ରହିଛି ଏଭଳି ଏକ ରାସ୍ତା । ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଓ କାଦୁଅ ପଚ ପଚ ରାସ୍ତାରେ ଜିବାଆସିବା କରୁଛନ୍ତି ଳୋକ। ଖାଲି ସେତିକି ନୂହେଁ ଏହି ପଡା ବସିବା ଦିନ ଠାରୁ ଆଜି ଯାଏଁ ନା ଏଠାରେ ଅଛି ନଳକୂପ ଟିଏ ନା ପାଣି ପାଇଁ କୌଣସି ସୁବିଧା। ହେଲେ ଏଥିପ୍ରତି ପଡୁଛି କାହାର ନଜର। ଗୁହାରି କରିକରି ନୟାନ୍ତ ହେବା ପରେ କରିଛନ୍ତି ନ୍ୟୁଜସେଭେନ ମାଧ୍ୟମରେ ସରକାରଙ୍କୁ ଅନୁରୋଧ।

   Related Posts