ଅସରାଏ ବର୍ଷ।ରେ ଜଟଣୀ ସୀତାରାମ ବାଜର ନିକଟସ୍ଥ ଭୂତଳ ରାସ୍ତା ବେହାଲ୍
30/06/2018 at 10:10 PM

ଜଟଣୀ ସହରର ଦଃଖ କୁହାଯାଉଥିବା ସୀତାରାମ ବଜାର ନିକଟସ୍ଥ ଭୂତଳ ରାସ୍ତା ଅସରାଏ ବର୍ଷ।ରେ ବେହାଲ୍ । ବର୍ଷ।ଜଳ ଭୂତଳ ରାସ୍ତାରେ ଜମିବା ଫଳରେ ଜଟଣୀ- ପିପିଲି ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ଠପ୍ । ଲୋକେ ହନ୍ତସନ୍ତ। ସ୍ଥାନୀୟ ଲୋକେ ଜଳ ନିସ୍କାସନ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରୀ କରିଥିଲେ ସୁଦ୍ଧା ଫଳଘର ଶୂନ । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Related Posts
ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ
25 January 2021