Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅଭ୍ୟାସକୁ ଦୀର୍ଘ ଦିନ ପରେ ଟ୍ରାକ୍ କୁ ଫେରିବେ କୁନି ପ୍ରତିଭା ଚନ୍ଦନ ନାଏକ

6/08/2018 at 7:38 PM

ପୂର୍ବରୁ ମାତ୍ର ୮ ବଷ ବୟସରୁ ଭାରତୀୟ ଦଳରେ ସାମିଲ ହେ।ଇ ଓଡିଶା ପାଇଁ ଗୌ।ରବ ଆଣିଥିବା ଚନ୍ଦନ କିନ୍ତୁ ଅବହେଳିତ । ଚନ୍ଦନଙ୍କୁ ଭାରତୀୟ ଜୁନିୟର କ୍ୟାମ୍ପରୁ ଆସିଛି ଡକରା । ଛାଡିଦେଲେ ତାଙ୍କୁ ମିଳୁନି କୌଣସି ସୁବିଧା। ତଥାପି ନିଜ ଚେଷ୍ଟା ଏକାଗ୍ରତା ବଳରେ ସେ ଭାରତୀୟ ଜୁନିୟର ଟିମରେ ଜଣେ ସକ୍ରିୟ ଖେଳାଳି । ଭାରତୀୟ ଜୁନିୟର କ୍ୟାମ୍ପ୍ ରେ ଓଡିଆ ଫୁଟବଲ ତାରକା ଚନ୍ଦନ ନାୟକ। ଭାରତୀୟ ଜୁନିୟର ତଥା ୧୫ ବର୍ଷରୁ କମ ଜାତୀୟ କ୍ୟାମ୍ପକୁ ଡକରା ପାଇଛନ୍ତି ଚନ୍ଦନ । ବାଇଚୁଙ୍ଗ ଭୂତିଆ ଫୁଟବଲ ଏକାଡେମୀରେ ଟ୍ରେନିଂ ସମୟରେ ସିଲେକ୍ଟଟରଙ୍କ ଦୃଷ୍ଟି ଆକର୍ଷଣ କରି ପୁଣି ଥରେ ଭାରତୀୟ ଜୁନିୟର କ୍ୟାମ୍ପରେ ସ୍ଥାନ ପକ୍କା କରିଛନ୍ତି । ବାଇଚଙ୍ଗ ଭୂତିଆ ଫୁଟବଲ ଏକାଡେମୀ ରେ ୨୭ ଟି ଗେ।ଲ କରିଥିଲେ । ତେଣୁ ଆଗକୁ ଥିବା ଜୁନିୟର କ୍ୟାମ୍ପରେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମରେ କମାଲ କରିବାର ଦୃଢ ଆଶା ରଖିଛନ୍ତି ଚନ୍ଦନ ।

   Related Posts