ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମିଶ୍ରଙ୍କୁ ଅସଦାଚରଣ ଘଟଣାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ । ଘଟଣଆ ଘଟିବାର ୩ ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିନି ପୋଲିସ । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ଉଷସୀ । ଘଟଣଆକୁ ନିନ୍ଦା କଲା ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ ।

LEAVE A REPLY

Please enter your comment!
Please enter your name here