Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅଫିସ ଭିତରେ ଜେଇଙ୍କୁ ମାଡ଼

4/08/2018 at 1:49 AM

ଠିକାଦାରଙ୍କ କଥାଅନୁସାରେ ଜେଇ ଏଷ୍ଟିମେଟ ନଦେବାରୁ ଅଫିସ ଭିତରେ ଠିକାଦାର ପିଟିଲେ ଜେଇଙ୍କୁ । ଏପ୍ରକାର ଅଘଟଣ ଘଟିଛି ଆଜି ଦିନ 11ଟା29ମିନିଯରେ ବାଲେଶ୍ୱର ପୂର୍ତ୍ତ ବିଭାଗ ଡ଼ଭିଜନ-2 କାର୍ଯ୍ୟାଳୟରେ। ଜେଇ ଅମିୟ କୁମାର ମଣ୍ଡଳ ଦିନ11ଟା 29ମିନିଟରେ ଅଫିସକୁ ପସୁଥିବା ସମୟରେ ଠିକାଦାର ସୁମନ ବରଣ ଦେ ସଦଳବଳେ ଆସି ଜେଇଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅନ୍ୟ ଜେଇ ମାନେ ଆସି ସୁମନକୁ ଅଟକାଇଥିଲେ। ଅମିୟଙ୍କର ଦୋଷ ହେଲା ସେ ଠିକାଦାର କହିବା ମୁତାବକ ଛାତ ମୋଟେଇର ଏଷ୍ଟିମେଟ ଦେଇନଥିଲେ ସୁମନ ଏସ୍ପିଙ୍କ କାର୍ଯୟାଳୟରେ ଏକ କୋଠା ନିର୍ମ।ଣ କରୁଅଛି। ସେହି କୋଠାର ଛାତର ମୋଟେଇ 5ଇଞ୍ଚ ହେବାକଥା ହଲେ ସୁମନ ତାର ମୋଟେଇ 4.5ଇଞ୍ଚ କରିଅଛି। ଅମିୟ ତାହାକୁ ମାପି ଠିକ୍ ଏଷ୍ଟିମେଟ ଦେଇଥିଲେ । ତାହାକୁ ବରଦାସ୍ତ କରିପାରିନଥିଲେ ସୁମନ । ତାଣୁ ସେ କ୍ରଧାନ୍ୱିତ ହୋଇ ଅମିୟଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୂର୍ତ୍ତ ବିଭାଗ ଡ଼ଭିଜନ-2ର କାର୍ଯ୍ୟ ନିର୍ବ।ହୀ ଯନ୍ତ୍ରୀ ନିରବ ରହିଥିବା ବେଳ ଇଂଜିନିୟର ଏସୋସିଏସନ ଏହାର ପ୍ରତିବାଦ କରିଛି। ସେମାନେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେପଟେ ଜେଇ ଅମିୟ କୁମାର ମଣ୍ଡଳ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି।

   Related Posts