ଅଫିସ୍ ଖୋଲା ହେଲେ କର୍ମଚାରୀଙ୍କ ଦେଖା ନାହିଁ, ନ୍ୟୁଜ୍ ୭ର EXCLUSIVE ରିପୋର୍ଟ
9/05/2018 at 9:23 PM

ପ୍ରଚଣ୍ଡ ରୌଦ୍ର୍ୟତାପରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଛି। ଟାଇଁ ଟାଇଁ ଖରାରେ ବାହାରକୁ ବାହାରିବା ମୁସ୍କିଲ୍ ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀଙ୍କ ହିତ ଦୃଷ୍ଟିରୁ ସକାଳୁଆ କାର୍ଯ୍ୟାଳୟର ବ୍ୟବସ୍ଥା କରିଛନ୍ତି। ହେଲେ କର୍ମଚାରୀ କେତେ ଦାୟିତ୍ବବୋଧ ଅଛନ୍ତି। ଏଭଳି ସ୍ଥିତି ଦେଖାଦେଇଛି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ଏବଂ କୁକୁଡାକଣ୍ଡି ବ୍ଳକରେ ।