Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନିଶ୍ଚିତତାରେ ପୌର ନିର୍ବାଚନ

6/07/2018 at 2:01 AM

ରାଜ୍ୟରେ ପୌର ନିର୍ବାଚନ ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସରକାରଙ୍କୁ ନିର୍ବାଚନ ପ୍ରସ୍ତୁତି ଲାଗି ନିର୍ଦେଶ ଦେଇଥିବା ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇଛନ୍ତି ରାଜ୍ୟ ସରକାର । ପୌର ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ରିଜର୍ଭରେସନକୁ ହାଇକୋର୍ଟ ନା କରିବା ପରେ ସରକାର ସୁପ୍ରିମକୋର୍ଟ ଯିବେ ବୋଲି କମିଶନଙ୍କୁ ଜଣାଇଛନ୍ତି । ଏଭଳି ସ୍ଥିତିରେ ଅସହାୟ ହୋଇପଡିଥିବା କମିଶନ ସୁପ୍ରିମକୋର୍ଟଙ୍କ ଆସିବାକୁ ଅପେକ୍ଷା କରିବେ ବୋଲି କହିଛନ୍ତି ।

   Related Posts