Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅନାସ୍ଥା ଆଲୋଚନା ପୂର୍ବରୁ ବିଜେଡିର ଓ୍ୱାକ୍ ଆଉଟ୍

21/07/2018 at 1:05 AM

ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଝୁଲେଇ ରଖିଥିଲା ବିଜେଡି । ହେଲେ ଆରମ୍ଭ ପୂର୍ବରୁ ହିଁ ବାରିଆସିଥିଲା । ମାନେ ଲୋକସଭାରେ ମୋଦି ସରକାର ବିରୋଧରେ ଆସିଥିବା ଅବିଶ୍ବାସ ପ୍ରସ୍ତାବକୁ ନେଇ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେକଥା ପୂର୍ବରୁ ସ୍ପଷ୍ଟ କରିନଥିଲା ଦଳ । ବିରୋଧୀଙ୍କ ସହ ରହିବ ନା’ ଏନଡିଏକୁ ସମର୍ଥନ କରିବ, ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ତା’ର ପତା ଖୋଲିନଥିଲା । ସମସ୍ତେ ଭାବୁଥିଲେ ବୋଧ ହୁଏ ସଂସଦରେ ଆଲୋଚନା ପରେ ହିଁ ବିଜେଡି କିଛି ନିଷ୍ପତ୍ତି ନେଇପାରେ । ହେଲେ ସେକଥା ହେଲାନି । ଆଲୋଚନା ଆରମ୍ଭରୁ ହିଁ ସଦନରୁ ଓ୍ବାକ୍ ଆଉଟ୍ କରିଥିଲେ ବିଜେଡି ସଦସ୍ୟ । ଓଡ଼ିଶାକୁ ଉଭୟ ୟୁପିଏ ଏବଂ ଏନଡିଏ ଅବହେଳା କରିଛନ୍ତି କହି କକ୍ଷ ତ୍ୟାଗକରିଥିଲେ । ବିଜେଡିର ଏଭଳି ଆଭିମୁଖ୍ୟ ଦେଖି ରାଜ୍ୟରେ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି ।

   Related Posts