Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଅନାଥ ଦେଖିଲେ ଜଗନ୍ନାଥ

18/07/2018 at 9:19 PM

ଅନାଥର ନାଥ। ସେ ଜଗନ୍ନାଥ। ଏଥର ଜଗନ୍ନାଥଙ୍କ ଡୋରି ଲାଗିଛି ତେଣୁ କୁନିକୁନି ପାଦରେ ଏମାନେ ଆଗେଇ ଚାଲିଛନ୍ତି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିଥିଲେ ଏମାନେ। ଏମାନେ ହେଲେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଜୀବନଜ୍ୟୋତି ବାଳାଶ୍ରମ ଓ ଅନାଥଶ୍ରମର ପିଲାମାନେ। ପିଲାଏ ଇଚ୍ଛା କରିଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ। ଆଉ ବାଞ୍ଛା ବୁଝୁଥିବା ବାଞ୍ଛାନିଧି ଡୋରି ଲଗେଇ ଟାଣିନେଇଥିଲେ। ପୁରୀ ଜିଲ୍ଲାପାଳ ଏମାନଙ୍କ ଏକ ସ୍ବତନ୍ତ୍ର ବସର ବ୍ୟବସ୍ଥା କରିଥିଲେ। ଆଉ ପିଲାମାନେ ପହଞ୍ଚିଥିଲେ ପୁରୀରେ। ନିଜେ ଜିଲ୍ଲ୍ଲାପାଳ ସାଙ୍ଗରେ ରହି ପିଲାମାନଙ୍କୁ ଦିଅଁ ଦର୍ଶନ କରେଇଦେଇଥିଲେ।

   Related Posts